Home Oriya Odia Dictionary

Download Oriya Odia Dictionary APP

Trimurti Oriya Odia Meaning

ତ୍ରିଦେବ, ତ୍ରିମୂର୍ତ୍ତି

Definition

ବ୍ରହ୍ମା, ବିଷ୍ଣୁ, ଏବଂ ମହେଶ୍ୱର- ଏହି ତିନି ଦେବତା
ତିନି ବ୍ୟକ୍ତିଙ୍କର ସମାହାର
ତିନିଜଣ ବ୍ୟକ୍ତିଙ୍କ ସମୂହ

Example

ହିନ୍ଦୁ ଧର୍ମ ଅନୁସାରେ ତ୍ରିମୂର୍ତ୍ତି ବ୍ରହ୍ମଙ୍କ ସ୍ୱରୂପ
ସକାଳୁ ସକାଳୁ ଏହି ତ୍ରିମୂର୍ତ୍ତି କେଉଁଆଡ଼େ ବାହାରିଲେ