Home Oriya Odia Dictionary

Download Oriya Odia Dictionary APP

Triple Oriya Odia Meaning

ତିନିଗୁଣ

Definition

କୌଣସି ଜିନିଷର ପରିମାଣର ଆଉ ଦୁଇଗୁଣ ଅଧିକ
କୌଣସି ବସ୍ତୁର ପରିମାଣର ଆଉ ଦୁଇଗୁଣ ଅଧିକ
କୌଣସି ପରିମାଣର ଆଉ ସେତିକି ଦୁଇଗୁଣ

Example

ପ୍ରତିବର୍ଷ ଅପେକ୍ଷା ଏବର୍ଷ ତିନିଗୁଣା ଅଧିକ ଶସ୍ୟ ଉତ୍ପାଦନ ହୋଇଛି
ତିନିର ତିନିଗୁଣା ନ ହୁଏ
ଗତ କିଛିବର୍ଷ ହେଲା ଜିନିଷର ଦରଦାମ ତିନିଗୁଣ ବଢ଼ିଯାଇଛି