Home Oriya Odia Dictionary

Download Oriya Odia Dictionary APP

Triumph Oriya Odia Meaning

ଅତି ଆନନ୍ଦିତ ହେବା, ଖୁସିରେ କୁରୁଳିବା, ଖୁସିରେ ନାଚିବା, ଜୟ, ବିଜୟ, ସଫଳତା

Definition

ଲଢ଼ାଇ କିମ୍ବା ଖେଳ ଇତ୍ୟାଦିରେ ଶତ୍ରୁ ବା ବିପକ୍ଷକୁ ହରାଇ ପ୍ରାପ୍ତ କରାଯାଉଥିବା ସଫଳତା
କୌଣସି କଥା ବା କାର୍ଯ୍ୟରେ ବହୁତ ଖୁସି ହେବା
ଲଢ଼େଇରେ ବିପକ୍ଷ ବିରୁଦ୍ଧରେ ଜୟଲାଭ କରିବା
ପ୍ରତିଯୋଗିତାରେ ସଫଳତା ପ୍ରାପ୍ତ କରିବା

Example

ଆଜି ଖେଳରେ ଭାରତର ବିଜୟ ହେଇଛି
ରାମଚନ୍ଦ୍ର ଅଯୋଧ୍ୟା ଫେରିବା ଖବର ଶୁଣି ପ୍ରଜାଗଣ ଖୁସିରେ ନାଚିବାରେ ଲାଗିଲେ
ମହାଭାରତ ଯୁଦ୍ଧରେ ପାଣ୍ଡବ ବିଜୟୀଲାଭ କଲେ
ମଞ୍ଜୁଳ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ଜିତିଲା
ଗଣେଶ ଯେ କୌଣସି କାମରେ ହାତ