Home Oriya Odia Dictionary

Download Oriya Odia Dictionary APP

Trouble Oriya Odia Meaning

ଅଶାନ୍ତ ହେବା, ଅସୁବିଧା, ଅସୁବିଧାରେ ପକାଇବା, ଗୋଳମାଳରେ ପକାଇବା, ଜଂଜାଳ, ଜଞ୍ଜାଳରେ ପକାଇବା, ଝଞ୍ଜଟରେ ପକାଇବା, ଝଞ୍ଝଟ, ଝାମେଲା, ଦୁରୂହ ବିଷୟ, ପ୍ରଶ୍ନ, ବ୍ୟାକୁଳ ହେବା, ସଙ୍କଟ, ସମସ୍ୟା, ସମସ୍ୟାରେ ପକାଇବା, ହଇରାଣ କରିବା

Definition

ମନର ଅପ୍ରିୟ ବା କଷ୍ଟ ହେଲାଭଳି ଅବସ୍ଥା ବା କଥା ଯେଉଁଥିରୁ ମୁକ୍ତି ପାଇବା ପାଇଁ ସ୍ୱାଭାବିକ ପ୍ରବୃତ୍ତି ସୃଷ୍ଟି ହୋଇଥାଏ
ଶରୀରକୁ ଅସୁସ୍ଥ ରଖିବାବାଲା ଶାରୀରିକ ପ୍ରକ୍ରିୟା
ଶରୀରରେ

Example

ଶରୀର ରୋଗର ଘର / ବଡ଼-ବଡ଼ ଡାକ୍ତରମାନେ ମଧ୍ୟ ଏହି ରୋଗକୁ ଚିହ୍ନି ପାରୁନାହାନ୍ତି
ରୋଗୀର ଦରଜ ଦିନକୁଦିନ ବଢ଼ିଚାଲିଛି
ଉଦବିଗ୍ନତା କାରଣରୁ ଏହି କାର୍ଯ୍ୟରେ ମୁଁ ନିଜର ମନୋନିବେଶ କରିପାରୁନାହିଁ
ଭଗବାନ ବୁଦ୍ଧଙ୍କୁ ମନର ଅତୃପ୍ତିକୁ ଦୂର କରିବାର ଉପାୟ