Home Oriya Odia Dictionary

Download Oriya Odia Dictionary APP

Troublesome Oriya Odia Meaning

ଗୋଳମାଳିଆ, ଜଞ୍ଜାଳିଆ, ଝଞ୍ଜଟିଆ, ସମସ୍ୟାଯୁକ୍ତ

Definition

ମନର ଅପ୍ରିୟ ବା କଷ୍ଟ ହେଲାଭଳି ଅବସ୍ଥା ବା କଥା ଯେଉଁଥିରୁ ମୁକ୍ତି ପାଇବା ପାଇଁ ସ୍ୱାଭାବିକ ପ୍ରବୃତ୍ତି ସୃଷ୍ଟି ହୋଇଥାଏ
ଉଦବିଗ୍ନ ହେବାର ଅବସ୍ଥା ବା ଭାବ
ଯାହାଦ୍ୱାରା

Example

ଉଦବିଗ୍ନତା କାରଣରୁ ଏହି କାର୍ଯ୍ୟରେ ମୁଁ ନିଜର ମନୋନିବେଶ କରିପାରୁନାହିଁ
ଏହା ବଡ ଦୁଃଖଦ କଥା ଯେ ତୁମେ ନିଜ ବାପ-ମା’ଙ୍କ ସେବା କରୁନାହଁ
ଆପଣ ନିଜର ଅସୁବିଧା ଜଣାନ୍ତୁ, ତାର ସମାଧାନ କରିବାପାଇଁ ଚେଷ୍ଟା କରାଯିବ
ଝଗଡ଼ାକାରୀ