Home Oriya Odia Dictionary

Download Oriya Odia Dictionary APP

True Sandalwood Oriya Odia Meaning

ଗନ୍ଧରାଜ, ଚନ୍ଦନ, ମଳୟଜ, ଶ୍ରୀବାସ

Definition

ଏକ ପ୍ରକାର ଗଛ ଯାହାର ପ୍ରତିଖଣ୍ଡ କାଠ ସୁଗନ୍ଧିତ
ଯେଉଁ ଗଛର ସୁଗନ୍ଧିତ କାଠକୁ ଘୋରି ଶରୀରରେ ଲେପ ଦିଆଯାଏ

Example

ଦକ୍ଷିଣ ଭାରତରେ ଚନ୍ଦନ ଜଙ୍ଗଲ ଦେଖାଯାଏ
ଚନ୍ଦନ ଶରୀରକୁ ଶୀତଳତା ପ୍ରଦାନ କରେ