Home Oriya Odia Dictionary

Download Oriya Odia Dictionary APP

Trueness Oriya Odia Meaning

ବାସ୍ତବିକତା, ଯଥାର୍ଥତା, ଯଥାର୍ଥ୍ୟ, ସତ୍ୟତା, ସତ୍ୟପଣ

Definition

ସଦଗତି, ଭଲ ସ୍ୱଭାବ କିମ୍ବା ଚୋରି, ଛଳ କପଟ ନକରିବା ବୃତ୍ତି ବା ଭାବ
ସତ ହେବାର ଅବସ୍ଥା ବା ଭାବ
ସଚ୍ଚା ହେବାର ଅବସ୍ଥା ବା ଭାବ

Example

ଅବିନାଶ ବାବୁ ପ୍ରତ୍ୟେକ କାମ ସଚ୍ଚୋଟତା ସହିତ କରିଥାନ୍ତି
ଏହି କଥାରେ ସତ୍ୟତା ରହିଛି
ଏହା ବି ଗୋଟିଏ ସଚ୍ଚାପଣ ଯେଣୁ ସେ ତୁମକୁ ଢେର୍ ପସନ୍ଦ କରନ୍ତି