Home Oriya Odia Dictionary

Download Oriya Odia Dictionary APP

Trusting Oriya Odia Meaning

ବିଶ୍ବାସ କଲାବାଲା , ବିଶ୍ବାସୀ

Definition

ଯାହାକୁ ବିଶ୍ୱାସ କରାଯାଇପାରେ ବା ଯାହା ଉପରେ ବିଶ୍ୱାସ ଥାଏ
ଯିଏ ବିଶ୍ୱାସ କରେ
ଏହା ନିଶ୍ଚୟ ଯେ ଏଭଳି ହେବ, ଅଥବା ଅମୁକ ବ୍ୟକ୍ତି ଏଭଳି କରେ ବା କରିବ
ଜୀବନ ନିର୍ବାହର ଆଧାର

Example

ଶ୍ୟାମ ଜଣେ ବିଶ୍ୱାସନୀୟ ବ୍ୟକ୍ତି
ସେ ମୋର ସଚ୍ଚୋଟତାରେ ବିଶ୍ୱାସୀ, ମୁହଁ ଖୋଲିବା ମାତ୍ରେ ସେ ମୋତେ ଶହେ ଟଙ୍କା ବାହାରକରି ଦେଇଦେଲେ
ପିଲାମାନେ ବାର୍ଦ୍ଧକ୍ୟରେ ମା’-ବାପାଙ୍କର ସାହାରା ହୋଇଥାନ୍ତି