Home Oriya Odia Dictionary

Download Oriya Odia Dictionary APP

Truthful Oriya Odia Meaning

ଅସଲି, ସଚ୍ଚା

Definition

ଯେ ସତ କହେ
ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍‌ ଭଲ
ଚିତ୍ତରେ ସଦବୃତ୍ତି ବା ଭଲ ଅଭିପ୍ରାୟ ରଖିବା ଲୋକ, ଚୋରି ବା ଛଳ କପଟ ନକରିବା ଲୋକ
ଯେଉଁଥିରେ ଅବରୋଧ ନାହିଁ ବା ବିନା ଅବରୋଧର
ଯାହା ଭଙ୍ଗାଯାଇନାହିଁ ବା ଯାହା ଭାଙ୍ଗି ଯାଇନାହିଁ
ଧୈର୍ଯ୍ୟ

Example

ଯୁଧିଷ୍ଠିର ଜଣେ ସତ୍ୟବାଦୀ ବ୍ୟକ୍ତି ଥିଲେ
ଆଜିକାଲି ବଜାରରେ ଖାଣ୍ଟି ଜିନିଷ ମିଳିବା ମୁସ୍କିଲ୍‌
ଧାର୍ମିକ ବ୍ୟକ୍ତି ସମ୍ମାନର ପାତ୍ର
ସୀତାଙ୍କ ସ୍ୱୟମ୍ବରରେ ରାମ ଅଭଙ୍ଗା ଧନୁକୁ ଭାଙ୍ଗି ଦେଇଥିଲେ