Home Oriya Odia Dictionary

Download Oriya Odia Dictionary APP

Tube Oriya Odia Meaning

ଠୁଙ୍ଗା

Definition

କିଛି ରଖିବାପାଇଁ କାଗଜ, ଧାତୁଆଦିରେ ତିଆରି ହୋଇଥିବା ବେଲଣାକାରର ଲଫାପା ବା ଡବା
ତୀର ରଖିବାର ମୁଣା
ସ୍ରାବ ନିମନ୍ତେ ନଳି ଆକାରର ସଂରଚନା ଯେଉଁଥିରେ କିଛି ତରଳ ପଦାର୍ଥ ରହିଥାଏ
ପୋଲା ଲମ୍ବା

Example

ଦୋକାନୀ ଠୁଙ୍ଗାରେ ବୁଟ ଦେଲା
ଅର୍ଜୁନଙ୍କ ତୂଣୀରରେ ତୀରର ଅଭାବ ନଥିଲା
ଆମ ଶରୀରରେ କେତେ ପ୍ରକାରର ନାଡ଼ି ଥାଏ
ସେ ନଳୀରେ ନଡ଼ିଆ ପାଣି ପିଉଛି
ଗୋଳି ଫୁଟିଲା ପରେ ନଳୀରୁ ଧୂଆଁ ବାହାରୁ ଥିଲା
ଲଗାଣ ବର୍ଷା ହେବାରୁ ନାଳଗୁଡ଼ିକ ଉଛୁଳି ପଡ଼ୁଛି
ଆଗକାଳରେ ଧନୀଲୋକମାନେ ଚୋଗା ପିନ୍ଧୁଥିଲେ
ପଶୁମାନଙ୍କୁ