Home Oriya Odia Dictionary

Download Oriya Odia Dictionary APP

Tube Well Oriya Odia Meaning

ଟିୱେଲ୍‌, ଟ୍ୟୁବ୍‌-ୱେଲ୍‌, ନଳକୂଅ, ନଳକୂପ

Definition

ପଡ଼ିଆ, ଖେତଆଦିରେ ଭୂମି ତଳୁ ପାଣି ବାହାର କରିବା ନିମନ୍ତେ ବ୍ୟବହୃତ ନଳ ଯାହାର ଗୋଟିଏ ମୁଣ୍ଡ ଭୂମିର ପାଣିଥିବା ଗଭୀରତା ପର୍ଯ୍ୟନ୍ତ ଯାଇଥାଏ ଏବଂ ଦ୍ୱିତୀୟ ପାଖ ପାଣି ଟାଣି ବାହାରକୁ ଫୋପାଡ଼ି ଥାଏ

Example

ବର୍ଷା କମ୍‌ ହେବା କାରଣରୁ ଜଳସେଚପାଇଁ ସ୍ଥାନେସ୍ଥାନେ ନଳକୂପ ବସାଯାଇଛି