Home Oriya Odia Dictionary

Download Oriya Odia Dictionary APP

Tunnel Oriya Odia Meaning

ଗହ୍ବର, ଗାତ, ଟନେଲ୍, ବିବର, ବିଳ, ସୁଡଙ୍ଗ

Definition

କାନ୍ଥରେ କରାଯାଇଥିବା ଯେଉଁ କଣାରେ ପଶି ଚୋର ଚୋରି କରେ
ଭୂଇଁ ତଳେ ଖୋଳାଯାଇ ତିଆରି ହୋଇଥିବା ରାସ୍ତା
ବାରୁଦ ଆଦି ସହାୟତାରେ କିଲ୍ଲା ଅଥବା ପାଚେରୀ ଭାଙ୍ଗିବାପାଇଁ ତା ତଳେ ଖୋଳି ତିଆରି କରାଯାଇଥିବା ଲମ୍ବା ଗହିଡ଼ା ଗାତ
ଯେଉଁ ଯନ୍ତ୍ରକୁ ଶତ୍ରୁମାନଙ୍କର ବାଟରେ ବ

Example

ମହାଜନଙ୍କ ଘରେ ସିନ୍ଧି କରି ଚୋର ସିନ୍ଦୁକ ଉଠାଇ ନେଇଗଲା
ଦୁର୍ଗ ଘେରା ଯିବାରୁ ରାଜା ସୁଡ଼ଙ୍ଗ ଦ୍ୱାରା ଖସି ପଳାଇ ନିଜ ଜୀବନ ବଞ୍ଚାଇଲେ
ଶତ୍ରୁମାନଙ୍କୁ ସୁଡ଼ଙ୍ଗର ଠିକଣା ମିଳିଗଲାଣି
ଉଗ୍ରବାଦୀମାନେ ଏଠାରେ ମାଇନ ବିଛେଇ ରଖିଛନ୍ତି
ଶତ୍ରୁମାନଙ୍କୁ ସୁରଙ୍ଗ ଲଗାଇବାର ମଉକା ମିଳୁନାହିଁ