Home Oriya Odia Dictionary

Download Oriya Odia Dictionary APP

Twang Oriya Odia Meaning

ଟଙ୍କାରିବା

Definition

ଡୋରି କସା ହୋଇଥିବା କିମ୍ବା ତାର ଇତ୍ୟାଦି ଉପରେ ଆଙ୍ଗୁଳି ଚଳାଇବାରୁ ଉତ୍ପନ୍ନ ହେଉଥିବା ଶବ୍ଦ
ଝନଝନ୍ ଶବ୍ଦ
ଧନୁର ଗୁଣକୁ ଟାଣି ଛାଡ଼ିବା ଯାହାଦ୍ୱାରା ଶବ୍ଦ ଉତ୍ପନ୍ନ ହୁଏ
ଗୋଟିଏ ଅଭିଲାକ୍ଷଣିକ ବା ସ୍ୱଭାବଗତ ଧ୍ୱନି

Example

ମହାଭାରତ ଯୁଦ୍ଧ ସମୟରେ ଯୋଦ୍ଧାମାନଙ୍କର ଧନୁର ଟଙ୍କାର ବାରମ୍ବାର ଶୁଣାଯାଉଥିଲା
ନୂଆ ବୋହୂର ନୂପୁରର ଝଙ୍କାର ଘରେ ଶୁଣାଯାଉଅଛି
ସମରଭୂମିରେ ଯୋଦ୍ଧାମାନେ ରହିରହି ତାଙ୍କ ଧନୁକୁ ଟଙ୍କାରୁଥିଲେ