Home Oriya Odia Dictionary

Download Oriya Odia Dictionary APP

Twitter Oriya Odia Meaning

କଳରବ, କୁରୁଳିବା, ଗୁଞନ, ରାବ

Definition

ପ୍ରସନ୍ନ ହୋଇ ଅଧିକ କହିବା
ପକ୍ଷୀମାନେ ଆନନ୍ଦିତ ହୋଇ ମଧୁର ଶଦ୍ଦ କରିବା
ପକ୍ଷୀର ମଧୁର ସ୍ୱର

Example

ପିଲାଟି ମା କୋଳରେ କୁରୁଳୁଛି
ବଗିଚାରେ ପକ୍ଷୀ କଳରବ କରୁଛନ୍ତି
ସକାଳୁ ସକାଳୁ ପକ୍ଷୀମାନଙ୍କ କଳରବ ଭଲ ଲାଗେ