Home Oriya Odia Dictionary

Download Oriya Odia Dictionary APP

Umbilical Cord Oriya Odia Meaning

ଗର୍ଭନଳୀ, ଗର୍ଭନାଡ

Definition

କୌଣସି ବୃତ ବା ପରିଧି ବା ପଂକ୍ତିର ଠିକ୍‌ ମଧ୍ୟ ଭାଗୀୟ ବିନ୍ଦୁ ବା ଭାଗ
ଜରାୟୁଜ ଜନ୍ତୁମାନଙ୍କ ପେଟର ମଧ୍ୟଭାଗର ସେହି ଗାତ ଯେଉଁଠି ଗର୍ଭାବସ୍ଥାରେ ଜରାୟୁନଳି ଯୋଡ଼ି ହୋଇଥାଏ
ଶରୀରର ଏକ ନାଡ଼ି ଯାହାର ଏକ ମୁଣ୍ଡ ଗର୍ଭସ୍ଥ ଶିଶୁର ନାଭିସହ ଏବଂ ଅନ୍ୟମୁଣ୍ଡ ଗର

Example

ଏହି ବୃତ୍ତର କେନ୍ଦ୍ରବିନ୍ଦୁରୁ ଏକ ରେଖା ଟାଣ
ଏହି ପିଲାଟିର ନାହି ପାଚିଯାଇଛି
ଗର୍ଭାବସ୍ଥାରେ ଶିଶୁକୁ ଗର୍ଭନଳୀଦ୍ୱାରା ପୋଷକ ତତ୍ତ୍ୱ ମିଳେ
ମିସ୍ତ୍ରୀ ଅଖ ଲଗାଇବା ପୂର୍ବରୁ ନାଭିରେ ଗ୍ରୀଜ୍ ଲଗାଉଛି