Home Oriya Odia Dictionary

Download Oriya Odia Dictionary APP

Unacquisitive Oriya Odia Meaning

ଲୋଭହୀନ

Definition

ଯେଉଁଥିରେ ଇଚ୍ଛା ନାହିଁ
ଯିଏ ଇଚ୍ଛୁକ ନୁହେଁ
ଯାହାର କୌଣସି ପ୍ରକାରର ଲୋଭ ବା ଲାଳସା ନ ଥାଏ

Example

ଇଚ୍ଛାହୀନ ବ୍ୟକ୍ତିଙ୍କ ଜୀବନ ଶାନ୍ତିପୂର୍ଣ୍ଣ ଭାବେ କଟେ
ସେ ଏହି କାମ କରିବାକୁ ଅନିଚ୍ଛୁକ
ସଚ୍ଚା ସାଧୁ ସନ୍ଥ ନିର୍ଲୋଭୀ ହୋଇଥାନ୍ତି
ଅଲୋଲୁପଙ୍କ ବର୍ଣ୍ଣନା ପୁରାଣରେ ମିଳେ