Home Oriya Odia Dictionary

Download Oriya Odia Dictionary APP

Unanimous Oriya Odia Meaning

ମତଭେଦରହିତ, ସର୍ବସମ୍ମତ

Definition

ଏଭଳି ସ୍ଥିତି ଯେଉଁଥିରେ ଉପସ୍ଥିତ ବା ସମ୍ବନ୍ଧିତ ସମସ୍ତ ଲୋକ କୌଣସି ଏକ କଥା ବା ବିଚାରରେ ସହମତ
ଗୋଟିଏ ବା ସମାନ ମତାମତ ଉପସ୍ଥାପନ କରୁଥିବା
ଯେଉଁଥିରେ ସମସ୍ତଙ୍କର ସମ୍ମତ ରହିଛି

Example

ସର୍ବ ସମ୍ମତିକ୍ରମେ ରାମଙ୍କୁ ଏହି ସଂସ୍ଥାର ସଚିବ ବଛା ଯାଇଛି
ଏ ସଂସ୍ଥାର ସବୁ ସଦସ୍ୟ ଏହି ବିଷୟରେ ଏକମତ
ଏହା ସର୍ବସମ୍ମତ ନିର୍ଣ୍ଣୟ ନଥିଲା