Home Oriya Odia Dictionary

Download Oriya Odia Dictionary APP

Unappetizing Oriya Odia Meaning

ଅରୁଚିକର

Definition

ଯାହା ରୋଚକ ନୁହେଁ
ଯାହା ରୁଚିକର ନୁହେଁ
ଯାହା ଖାଇବାକୁ ଇଚ୍ଛା ହୁଏନାହିଁ

Example

ଏହା ଆପଣଙ୍କପାଇଁ ଅରୋଚକ କାହାଣୀ ହୋଇପାରେ, ମୋତେତ ଏଥିରୁ ଆନନ୍ଦ ମିଳୁଛି
ସେ କେବେ ଅରୁଚିକର କାର୍ଯ୍ୟ କରେ ନାହିଁ
କିଛି ପୌଷ୍ଟିକ କିନ୍ତୁ ଅରୁଚିକର ଖାଦ୍ୟକୁ ଖାଇବା ଉଚିତ