Home Oriya Odia Dictionary

Download Oriya Odia Dictionary APP

Unbecoming Oriya Odia Meaning

ଅଶୋଭନୀୟ

Definition

ଯାହା ସଙ୍ଗତ ବା ଉଚ୍ଚିତ ନୁହେଁ
ଯାହା ପ୍ରସଙ୍ଗ ସମ୍ପର୍କିତ ନୁହେଁ
ଯେଉଁଥିରେ ମେଳ ନାହିଁ
ଯାହା ସମ୍ମାନଜନକ ନୁହେଁ ବା ସାମାଜିକ ଚଳଣି ଅନୁସାରେ ସ୍ୱୀକୃତ ନୁହେଁ

Example

ସେମାନଙ୍କ ଅନୁଚ୍ଚିତ କଥା ନିଜନିଜ ମଧ୍ୟରେ କଳହର କାରଣ ହୋଇଗଲା
ଅପ୍ରାସଙ୍ଗିକ କଥାରେ ବହୁତ ସମୟ ନଷ୍ଟ ହୋଇଯାଏ
ସେ ନିଜର ଅମେଳ ବିବାହ ପାଇଁ ଦୁଃଖୀ
ଆପଣଙ୍କ ଭଳି ବ୍ୟକ୍ତିଙ୍କର ଅଶୋଭନୀୟ ଭାଷା