Home Oriya Odia Dictionary

Download Oriya Odia Dictionary APP

Unbendable Oriya Odia Meaning

ଅଚଞ୍ଚଳ, ଅବିଚଳିତସ୍ଥିର

Definition

ଯେ ବିଚଳିତ ନୁହେଁ
ଯେ ଚାଲିପାରେ ନାହିଁ
ଯିଏ ନିଜ ସ୍ଥାନରୁ ହଲେନାହିଁ
ଯେ ନିଷ୍ପତ୍ତି ବଦଳାଏ ନାହିଁ

Example

ଅବିଚଳିତ ବ୍ୟକ୍ତି ନିଜ ଲକ୍ଷ ସହଜରେ ହାସଲ କରିପାରେ
ସବୁ ଗଛ ସଜୀବ ହେଲେ ମଧ୍ୟ ଅଚଳ
ପର୍ବତସବୁ ସ୍ଥିର
ଭୀଷ୍ମ ପିତାମହ ବିବାହ ନକରିବାକୁ ଦୃଢ଼ ପ୍ରତିଜ୍ଞା କରିଥିଲେ / ସେ ନିଜ ନିଷ୍ପତ୍ତି ଉପରେ ଅଟଳ ରହିଲେ