Home Oriya Odia Dictionary

Download Oriya Odia Dictionary APP

Unbiased Oriya Odia Meaning

ନିରପେକ୍ଷ, ପକ୍ଷପାତହୀନ, ଭେଦଭାବହୀନ

Definition

ପରସ୍ପର ବିରୋଧୀ ପକ୍ଷଙ୍କଠାରୁ ଅଲଗା ରହିବା ବ୍ୟକ୍ତି
ଯେଉଁଠାରେ ପକ୍ଷପାତ ହୁଏ ନାହିଁ

Example

ନିରପେକ୍ଷ ନେତାମାନଙ୍କ ଯୋଗୁଁ କେନ୍ଦ୍ରରେ କୌଣସି ଦଳର ସରକାର ହୋଇପାରିଲା ନାହିଁ ଏବଂ ରାଷ୍ଟ୍ରପତି ଶାସନ ଲାଗୁକରିବା ଦରକାର ପଡ଼ିଲା
ପକ୍ଷପାତହୀନ ଦୃଷ୍ଟି ଥିଲେ ହିଁ ନିର୍ଣ୍ଣାୟକ ଠିକ