Home Oriya Odia Dictionary

Download Oriya Odia Dictionary APP

Unbound Oriya Odia Meaning

ଉନ୍ମୁକ୍ତ, ଖୋଲା, ବନ୍ଧନମୁକ୍ତ, ବନ୍ଧନହୀନ, ମୁକ୍ତ

Definition

ଯାହାପାଇଁ କୌଣସି ଅଙ୍କୁଶ ବା ବାଧା ନାହିଁ
ଯାହାକୁ ନିଜ ସ୍ଥାନରୁ ହଟାଇ ଦିଆଯାଇଛି
ଯାହା ଢଙ୍କା ବା ଆବୃତ ନୁହେଁ
ମେଘ ନଥିବା
ଯାହାର ସୀମା ନାହିଁ
ଯାହାର ଗଭୀରତା ବା ଗଭୀରତାର ଶେଷସ୍ତରର ପତ୍ତା ମିଳେ ନାହିଁ
ଯାହା ଗୁପ୍ତ ନୁହେଁ
ଯାହାର କିଛି ଚିନ୍ତା

Example

ହିଟଲର୍ ଜଣେ ନିରଙ୍କୁଶ ଶାସକ ଥିଲେ
ସେ ବିସ୍ଥାପିତ ବସ୍ତୁଗୁଡ଼ିକୁ ପୁଣି ଥରେ ନିଜ ସ୍ଥାନରେ ରଖୁଥିଲେ
ରାତିହେଇଥିଲା ଏବଂ ନିର୍ମଳ ଆକାଶରେ ତାରାଗୁଡ଼ିକ ସ୍ପଷ୍ଟ ଦେଖାଯାଉଥିଲେ
ଏହା ଖୋଲାକଥା ଏହାକୁ ଆପଣ ବି ଜାଣି ପାରନ୍ତି
ଯେ ପର୍ଯ୍ୟନ୍ତ ଝିଅର ବାହାଘର ହୋଇଯାଇନାହିଁ ସ