Home Oriya Odia Dictionary

Download Oriya Odia Dictionary APP

Unbroken Oriya Odia Meaning

ଅକ୍ଷତ, ଅଖଣ୍ଡିତ , ଅଚଷା, ଅଭଙ୍ଗା, ଅଭାଂଜିତ

Definition

ଯାହାର କେବେ ନାଶ ହୁଏନାହିଁ
ଯେଉଁଥିରେ ଅବରୋଧ ନାହିଁ ବା ବିନା ଅବରୋଧର
ଯାହାକୁ କ୍ଷତି ପହଞ୍ଚି ନାହିଁ ବା ଯେ ଆହତ ହୋଇନାହିଁ
ଯାହା ଭଙ୍ଗାଯାଇନାହିଁ ବା ଯାହା ଭାଙ୍ଗି ଯାଇନାହିଁ
ଯାହା ବିଭକ୍ତ ନୁହେଁ
ଧୈର୍ଯ୍ୟ ରଖିବା ଲୋକ
ଯାହା

Example

ଆତ୍ମା ଅମର
ସୌଭାଗ୍ୟକ୍ରମେ କାର୍ ଦୁର୍ଘଟଣାରେ ସବୁଲୋକ ଅକ୍ଷତ ଭାବେ ବଞ୍ଚିଗଲେ
ସୀତାଙ୍କ ସ୍ୱୟମ୍ବରରେ ରାମ ଅଭଙ୍ଗା ଧନୁକୁ ଭାଙ୍ଗି ଦେଇଥିଲେ
ଆମକୁ ଭାରତର ଅକ୍ଷୁଣ୍ଣ ଏକତାକୁ ସୁରକ୍ଷିତ ରଖିବାକୁ ହେବ
ଧୈର୍ଯ୍ୟଶୀଳ ବ୍ୟକ୍ତି