Home Oriya Odia Dictionary

Download Oriya Odia Dictionary APP

Unclean Oriya Odia Meaning

ଅନିର୍ମଳ, ଅପବିତ୍ର, ଅପମିଶ୍ରିତ, ଅପରିଷ୍କାର, ଅବିମଳ, ଅବିଶୁଦ୍ଧ, ଅଶୁଦ୍ଧ, ଅସ୍ବଚ୍ଛ, ଆବିଳ, ଗନ୍ଧିଆ, ଦୂଷିତ, ମଇଳା

Definition

ଯାହାର ଶୋଧନ କରାଯାଇନାହିଁ
ଯେ ତେଜରେ କମ୍‌ ବା ଯାହାର ତେଜ ନାହିଁ
ଯାହା ମିଶାମିଶି ବା ପରିଶୁଦ୍ଧ ନୁହେଁ ବା ଯେଉଁଥିରେ ଦୋଷ ଅଛି
ଯାହାର କାନ୍ତି ମଳିନ ପଡ଼ିଯାଇଛି
ଖରାପ ସ୍ୱଭାବ ବା ଖରାପ ଉଦ୍ଦେଶ୍ୟ ବାଲା
ଯିଏ

Example

ଅଶୋଧିତ ଜଳ ସ୍ୱାସ୍ଥ୍ୟ ନିମନ୍ତେ କ୍ଷତିକାରକ ହୋଇଥାଏ
ସବୁବେଳେ ଚିନ୍ତିତ ରହିବା କାରଣରୁ ଯୌବନରେ ମଧ୍ୟ ସେ ନିସ୍ତେଜ ଦିଶୁଛି
ଏହା ଅପମିଶ୍ରିତ ଘିଅ
ମା’ଙ୍କୁ ଦେଖିଲାପରେ ପୁଅର ମ୍ଳାନ