Home Oriya Odia Dictionary

Download Oriya Odia Dictionary APP

Uncouth Oriya Odia Meaning

ଅପରିଷ୍କୃତ, ଅମାର୍ଜିତ, ଅଶାଳୀନ, ଅସଂସ୍କୃତ

Definition

ଯାହାର ବୁଦ୍ଧି ନାହିଁ ବା ବହୁତ କମ୍‌ ବୁଦ୍ଧି ଅଛି
ଯେ ସଭ୍ୟ ନୁହେଁ
ଯାହା ସ୍ୱଚ୍ଛ ନୁହେଁ ବା ଯେଉଁଥିରେ ଦୋଷ ଅଛି
ସେହି ବ୍ୟକ୍ତି ଯାହାର ବୁଦ୍ଧି ନାହିଁ ବା କମ୍‌ ବୁଦ୍ଧି
ଯେ ପରିଷ୍କୃତ ନୁହେଁ ବା ଯାହାକୁ ପରିଷ୍କାର କରାଯାଇନାହିଁ

Example

ମୂର୍ଖ ଲୋକମାନଙ୍କ ସହିତ ଯୁକ୍ତିତର୍କ କରିବା ଉଚିତ୍‌ ନୁହେଁ
ବିଦ୍ୟାଳୟକୁ ମଇଳା ଲୁଗା ପିନ୍ଧି ଆସିବା ଅନୁଚ୍ଚିତ / ତାର ମନ ମଇଳା
ସମାଜରେ ମୂର୍ଖଙ୍କ ସଂଖ୍ୟା କମ୍‌ ନୁହେଁ
ସାହିତ୍ୟରେ ଅମାର୍ଜିତ