Home Oriya Odia Dictionary

Download Oriya Odia Dictionary APP

Uncovered Oriya Odia Meaning

ଅଢଙ୍କା, ଅନାଚ୍ଛାଦିତ, ଅନାବୃତ୍ତ, ଆବରଣହୀନ, ଖୋଲା

Definition

କୌଣସି ରହସ୍ୟକୁ ଉଦ୍‌ଘାଟିତ କରିବା କାର୍ଯ୍ୟ
ଯାହା ଢଙ୍କା ବା ଆବୃତ ନୁହେଁ
ମେଘ ନଥିବା
ଯାହା ଗୁପ୍ତ ନୁହେଁ
ଯେ ଲୁଚି ରହିଛି
ଯେ ଲୁଗା ପିନ୍ଧିନାହିଁ ବା ଖୋଲା ରହିବା ବାଲା
ଉପରଆଡ଼ୁ ଖୋଲାଥିବା ସ୍ଥାନ
ଯାହା ବନ୍ଧା ହୋଇନାହିଁ
ଯିଏ ସବୁରି ଭିତରେ ବ୍ୟାପ୍ତ
ଯେଉଁଥିରେ କବଚ ବା ଆବ

Example

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଚାନକ ନିରୁଦ୍ଦିଷ୍ଟ ହେବାର ରହସ୍ୟୋଦ୍‌ଘାଟନ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ
ରାତିହେଇଥିଲା ଏବଂ ନିର୍ମଳ ଆକାଶରେ ତାରାଗୁଡ଼ିକ ସ୍ପଷ୍ଟ ଦେଖାଯାଉଥିଲେ
ଏହା ଖୋଲାକଥା ଏହାକୁ ଆପଣ ବି ଜାଣି ପାରନ୍ତି
ସେ ଏହି ମାମଲା