Home Oriya Odia Dictionary

Download Oriya Odia Dictionary APP

Uncurbed Oriya Odia Meaning

ଲଗାମଶୂନ୍ୟ, ଲଗାମହୀନ

Definition

ଯାହାପାଇଁ କୌଣସି ଅଙ୍କୁଶ ବା ବାଧା ନାହିଁ
ମନ ଯାହା ଚାହେଁ
ଯେ ନିୟନ୍ତ୍ରଣ ବା ଅଧିନରେ ନାହିଁ
ଲଗାମ ବିନା ବା ଯାହାଠାରେ ଲଗାମ ନ ଲାଗିଛି

Example

ହିଟଲର୍ ଜଣେ ନିରଙ୍କୁଶ ଶାସକ ଥିଲେ
ସମସ୍ତେ ମନଇଚ୍ଛା କାମ କରିବାକୁ ଚାହାନ୍ତି
ଲଗାମ ଛାଡ଼ିବାରୁ ଘୋଡ଼ା ଅନିୟନ୍ତ୍ରିତ ହୋଇଗଲା
ସେ ନିଜ ବୀରତ୍ୱ ଦେଖାଇବାପାଇଁ ଲଗାମଛଡ଼ା ଘୋଡ଼ାଉପରେ ସବାର ହୋଇଗଲା
ଗାଡ଼ି ବେଲଗାମରେ କେତେବେଳେ ପହଞ୍ଚିବ ?
ବେଲଗାମ