Home Oriya Odia Dictionary

Download Oriya Odia Dictionary APP

Underground Oriya Odia Meaning

ଭୂଗର୍ଭସ୍ଥ

Definition

ଯେ ଲୁଚି ରହିଛି
ଜମିର ତଳ
ଯେ କୌଣସି ଗୁହା, ଘରଆଦିରେ ଲୁଚିକରି ଥାଏ ବା ବାହରକୁ ଆସେନାହିଁ
ଭୂମି ଉପରେ ପଡ଼ିଥିବା ବା ପକାଯାଇଥିବା
କୌଣସି ସରକାର ଆଦିଙ୍କୁ ଗାଦିଚ୍ୟୁତ କରିବା ଉଦ୍ଦେଶ୍ୟରେ ଗୁପ୍ତ ଭାବେ ଗଢ଼ା ଯାଇଥିବା ଗୋଟିଏ ସଂଗଠନ
ଯେ ଭୂଗର୍ଭରେ ଅବସ୍ଥିତ

Example

ସେ ଏହି ମାମଲା ସମ୍ବନ୍ଧିତ ଏକ ଗୁପ୍ତ କଥା କହିଲେ
ବର୍ଷା କମ ହେବା କାରଣରୁ ଭୂମିଗତ ଜଳସ୍ତର ବି କମ୍‌ ହେଉଅଛି
କେତେକ ଅପରାଧୀ ପୋଲିସ୍‌ଠାରୁ ବଞ୍ଚିବାପାଇଁ ମାଟିତଳ ହୋଇଯାନ୍ତି
ସେ ଏକାଥରକେ ପ୍ରତିଦ୍ୱନ୍ଦୀକୁ ଧରାଶାୟ