Home Oriya Odia Dictionary

Download Oriya Odia Dictionary APP

Undertake Oriya Odia Meaning

ଦାୟିତ୍ବ ଗ୍ରହଣ କରିବା , ଦାୟିତ୍ବ ନେବା

Definition

କୌଣସି କାମ, କଥାଆଦି ଆରମ୍ଭ ହେବା ବା କରିବା କ୍ରିୟା
ଯାହା କରାଯାଏ
ବ୍ୟବସାୟ, ସେବା, ଜୀବିକାଆଦିର ବିଚାରରେ କରାଯାଉଥିବା କାମ
କୌଣସି ବସ୍ତୁକୁ ଉପଯୋଗୀ କରାଯିବା କାର୍ଯ୍ୟ ବା ଭାବ
ଦୃଢ଼ତା ବା ପ୍ରତିଜ୍ଞା ପୂର୍ବକ କୌଣସି କାମକୁ କରିବା ବା ନକରିବା ନିମନ୍ତେ କାହାକୁ କହିବା
(ଭୌତିକ) ଶକ୍ତିର

Example

ଆସନ୍ତୁ ଏହି ନୂଆକାର୍ଯ୍ୟକୁ ଆରମ୍ଭ କରିବା
ସେ ସବୁବେଳେ ଭଲ କାମ ହିଁ କରେ
ଆପଣା କାର୍ଯ୍ୟ ପୂରା କଲାପରେ ସେ ଚାଲିଗଲେ
ଯେଉଁ ଉପଦେଶ ଦେଉଛି ତାକୁ କାମରେ ଲଗାଅ
ଭୀଷ୍ମ ଆଜୀବନ ବ୍ରହ୍ମଚାରୀ ରହିବା ନିମନ୍ତେ ସତ୍ୟାବତୀଙ୍କ