Home Oriya Odia Dictionary

Download Oriya Odia Dictionary APP

Unfixed Oriya Odia Meaning

ଢିଲା, ହୁଗୁଳା

Definition

ଯାହା ଭଲ ଭାବରେ ବନ୍ଧା ହୋଇନାହିଁ କିମ୍ବା ଠିକ ଭାବରେ କସା ହୋଇନାହିଁ
ଯେ କୌଣସି କାରଣରୁ ପଡ଼ି ଯାଇଥିବା
ଯାହା ସଂକୀର୍ଣ୍ଣ ବା କଷକଷିଆ ନୁହେଁ
ଯାହା କଷା ବା ଟଣା ହୋଇନାହିଁ
ଭଲରୂପେ ‌ ବନ୍ଦ କରାଯାଇ ନଥିବା, ବନ୍ଧା ହୋଇନଥିବା ବା କସା ଯାଇନଥିବା
ଯାହା ଅଧିକ ଗାଢ ନୁହେଁ

Example

ବୃଦ୍ଧାବସ୍ଥାରେ ଶରୀର ଶିଥିଳ ହୋଇଯାଏ
ସେ ଉଦାସ ହୋଇ ଧୀର ଗତିରେ ଆଗକୁ ବଢ଼ିବାକୁ ଲାଗିଲା
ମୋହନ ଢିଲା ପୋଷାକ ପିନ୍ଧେ
ରଶି ଢିଲା ହୋଇଗଲାଣି
ଦହି ପାଣିଆ ହୋଇଛି