Home Oriya Odia Dictionary

Download Oriya Odia Dictionary APP

Unflinching Oriya Odia Meaning

ଅନିମେଷ, ଅପଲକ, ଏକଦୃଷ୍ଟି, ଏକାଗ୍ର, ନିର୍ନିମେଷ

Definition

ବିନା ସଂକୋଚରେ
ପଲକ ନପକାଇ ଦୀର୍ଘ ସମୟ ଧରି ଦେଖିବା କ୍ରିୟା
ପଲକ ନ ପକାଇ ବା ସ୍ଥିର ଦୃଷ୍ଟିରେ
ପଲକ ନ ପକାଇ ବା ଅପଲକ ଭାବରେ
ନିର୍ବାକ୍‌ ଦୃଷ୍ଟିରେ ଦେଖିବା କ୍ରିୟା
ଚାରିଗୋଡ଼ଯୁକ୍ତ ଯେଉଁ

Example

ସେ କାଲି ଆସିବେ ନାହିଁ ବୋଲି ନିସଂକୋଚରେ କହିଲେ
ନାଟକ ଆରମ୍ଭ ହେବା ଆଗରୁହିଁ ସବୁ ଲୋକ ମଞ୍ଚଆଡ଼କୁ ଅପଲକ ନୟନରେ ଚାହିଁ ବସିଥିଲେ
ପିଲାଟି ଅନିମେଷ ନୟନରେ ନିଜ ବାପାଙ୍କ ଆଡ଼କୁ ଚାହିଁ ରହିଥିଲା
ସେ ଆଗନ୍ତୁକଙ୍କୁ ଅପଲକ ନୟନରେ ଦେଖୁଥିଲା