Home Oriya Odia Dictionary

Download Oriya Odia Dictionary APP

Unhappily Oriya Odia Meaning

ଅପ୍ରସନ୍ନତା ପୂର୍ବକ, ଇଚ୍ଛା ବିରୁଦ୍ଧରେ, ବାଧ୍ୟବାଧକତା, ବିନାଖୁସିରେ

Definition

ଅପ୍ରସନ୍ନତା ସହିତ
ମନର ଅପ୍ରିୟ ବା କଷ୍ଟ ହେଲାଭଳି ଅବସ୍ଥା ବା କଥା ଯେଉଁଥିରୁ ମୁକ୍ତି ପାଇବା ପାଇଁ ସ୍ୱାଭାବିକ ପ୍ରବୃତ୍ତି ସୃଷ୍ଟି ହୋଇଥାଏ
କୌଣସି ଉଚିତ, ଆବଶ୍ୟକ ବା

Example

ଶ୍ୟାମ ବାଧ୍ୟବାଧକତାରେ ବାପାଙ୍କଦ୍ୱାରା ଦିଆଯାଇଥିବା କାମ କରୁଥିଲା
ମୋର ଦୁଃଖ ଯେ ମୁଁ ଆପଣଙ୍କ କାମ ଠିକ୍‌ ସମୟରେ କରିପାରିଲି ନାହିଁ
ଭାରତକୁ ସ୍ୱାଧୀନ କରିବାପାଇଁ ଦେଶଭକ୍ତମାନଙ୍କୁ ବହୁତ କଷ୍ଟ ସହିବାକୁ ପାଡ଼ିଛି