Home Oriya Odia Dictionary

Download Oriya Odia Dictionary APP

Unhoped Oriya Odia Meaning

ଅନୁମାନାତୀତ, ଅପ୍ରତ୍ୟାଶିତ, ଆଶାତୀତ

Definition

ଯାହା ପ୍ରତ୍ୟାଶିତ ନୁହେଁ
ଯାହା ପ୍ରତ୍ୟାଶା ବାହାରେ
ଅକସ୍ମାତ ଭାବେ ହେବା

Example

ମୋହନ ଭଳି ଛାତ୍ର ମଧ୍ୟ ଅପ୍ରତ୍ୟାଶିତ ଭାବରେ ପରୀକ୍ଷାରେ ଫେଲ୍‌ ହୋଇଗଲା
ରାମକୁ ଅପ୍ରତ୍ୟାଶିତ ସଫଳତା ମିଳିଲା
ସୋହନର ଆକସ୍ମିକ ମୃତ୍ୟୁ ତାହାର ପରିବାରକୁ ପଙ୍ଗୁ କରିଦେଲା