Home Oriya Odia Dictionary

Download Oriya Odia Dictionary APP

Unified Oriya Odia Meaning

ଅଙ୍ଗିଭୁତ, ଅନ୍ତର୍ଗତ, ନିହିତ, ମିଳିତ, ସଙ୍ଗଠିତ, ସନ୍ନିବିଷ୍ଟ , ସମନ୍ବିତ, ସମାବିଷ୍ଟ

Definition

ଯାହା ଏକତାରେ ପରିପୂର୍ଣ୍ଣ
ଏକାଠି କରାଯାଇଥିବା ବା ଗୋଟିଏ ଜାଗାକୁ ଅଣାଯାଇଥିବା
କୌଣସି ପ୍ରକାରର ବ୍ୟବସ୍ଥା ବା ନିୟମ ସହ ଯୁକ୍ତ
ଯାହା ନିହିତ ବା ଅନ୍ତର୍ଗତ
ଯାହା ଅଙ୍ଗୀକାର କରାଯାଇଛି ବା ଯାହାକୁ ନିଜ ଉପରକୁ ନିଆଯାଇଛି
ଯେଉଁଥିରେ ଅବରୋଧ ନାହିଁ ବା ବିନା ଅବରୋଧର

Example

ଏକତାପୂର୍ଣ୍ଣ ସମାଜ ବିକାଶ ପଥରେ ଆଗୁଆ ରହିଥାଏ
ଏ ବର୍ଷ ବାରୁଣୀ ମେଳାରେ ଏକତ୍ରିତ ହୋଇଥିବା ଲୋକଙ୍କ ଭିତରେ ଦଳାଚକଟା ଆରମ୍ଭ ହୋଇଗଲା
ସେ କୋଠରୀରେ ସଜାଡ଼ିକି ରଖାଯାଇଥିବା ଜିନିଷଗୁଡ଼ିକୁ ଛିନଛତ୍ର କରିଦେଲା
ଏହି କବିତାରେ ଭଲ ବିଚାର ସମାବିଷ୍ଟ ହୋଇଛି
ସେ