Home Oriya Odia Dictionary

Download Oriya Odia Dictionary APP

Unimaginable Oriya Odia Meaning

ଅଚିନ୍ତନୀୟ

Definition

ଯାହା କଳ୍ପନାର ବାହାରେ ବା ଯାହା କଳ୍ପନୀୟ ନୁହେଁ
ଯାହା ବିଚାରଣୀୟ ନୁହେଁ ବା ଯାହା ସମ୍ପର୍କରେ ବିଚାର କରିବା ଆବଶ୍ୟକ ନୁହେଁ
ଯେ ଭାବନା ବା ଚିନ୍ତନ ଅବସ୍ଥାକୁ ଆସିପାରନ୍ତି ନାହିଁ

Example

ଆପଣଙ୍କ ଚିନ୍ତାଧାରା ମୋପାଇଁ କଳ୍ପନାତୀତ
ଏହା ଅବିଚାରଣୀୟ କଥା
ତାହା ମୋପାଇଁ ଅଚିନ୍ତନୀୟ ବିଷୟ