Home Oriya Odia Dictionary

Download Oriya Odia Dictionary APP

Uninvolved Oriya Odia Meaning

ଅନାସକ୍ତ, ନିର୍ଲିପ୍ତ, ମାୟାରହିତ , ମାୟାଶୂନ୍ୟ, ମାୟାହୀନ

Definition

ଯେ ଉଦ୍ୟମୀ ନୁହେଁ ବା ଉଦ୍ୟମ କରେନାହିଁ
ଯେ ଆସକ୍ତ ନୁହେଁ
ଯେ ସାଂସାରିକ ବସ୍ତୁ ତଥା ସୁଖ ପ୍ରତି ରାଗ ବା ଆସକ୍ତିକୁ ପୂରାପୂରି ଛାଡ଼ି ଦେଇଛନ୍ତି
ଯେଉଁଥିରେ ସ୍ୱାର୍ଥ ବା ଆପଣାର ହିତ ନ ଥାଏ

Example

ଉଦ୍ୟମହୀନ ବ୍ୟକ୍ତିର ଜୀବନ କଠିନତାରେ ଭରା ହୋଇଥାଏ
ସେ ଦେଶଦୁନିଆ ପ୍ରତି ଅନାସକ୍ତ
ଆମେ ନିସ୍ୱାର୍ଥ ଭାବରେ ଆମ କର୍ତ୍ତବ୍ୟ ପାଳନ କରିବା ଆବଶ୍ୟକ