Home Oriya Odia Dictionary

Download Oriya Odia Dictionary APP

Unit Oriya Odia Meaning

ଏକକ

Definition

ପୋଷାକ ପିନ୍ଧିଥିବା ସୈନିକ, ସିପାହୀଆଦିଙ୍କର ଏକ ଛୋଟ ଦଳ
ସଂଖ୍ୟାଗୁଡ଼ିକ ଲେଖିବା କ୍ରମରେ ଏହି ଅନ୍ତିମ ସ୍ଥାନ ଯେଉଁଠି ୯ ବା ତାଠାରୁ କମ୍ ସୂଚକ ଅଙ୍କ ଲେଖାଯାଏ
କୌଣସି ପୂର୍ଣ୍ଣବର୍ଗ ବା ସମୂହର କୌଣସି ଏଭଳି ଅଙ୍ଗ

Example

ସଂସଦୀୟ ନିର୍ବାଚନ ସମୟରେ ସ୍ଥାନେ ସ୍ଥାନେ ସୈନ୍ୟଦଳ ମୁତୟନ କରାଯାଇଛି
ସାତଶହ ତେଇଶରେ ତିନି ଏକକ ସ୍ଥାନରେ ଲେଖାଯାଏ
ଆମ ସମାଜ ଅନେକ ଛୋଟବଡ଼ ଏକକକୁ ନେଇ ଗଠିତ
ବାରରେ ଦୁଇଟି ଏକ ଓ ଗୋଟିଏ ଦୁଇ ଅଛି
ତା