Home Oriya Odia Dictionary

Download Oriya Odia Dictionary APP

Universe Oriya Odia Meaning

ଅଖିଳ ବିଶ୍ବ, ବ୍ରହ୍ମାଣ୍ଡ, ସୃଷ୍ଟି

Definition

ଆମେ ପ୍ରାଣୀମାନେ ରହୁଥିବା ଜଗତ
ଅନନ୍ତ ଲୋକ ଅର୍ଥାତ ତାରା, ଗ୍ରହ, ନକ୍ଷତ୍ରଆଦି ଯୁକ୍ତ ସଂପୂର୍ଣ୍ଣ ବିଶ୍ୱ
କୂଅ ଉପରର ଚଉତରା
ସଂସାରରେ ବାରମ୍ବାର ଜନ୍ମ ନେବା ଓ ମରିବାର କ୍ରମ
ସଂସାରରେ ରହିବା ଲୋକ
ସାରା ପୃଥିବୀ ବା

Example

ସଂସାରରେ ଯେ ବି ଜନ୍ମ ହୁଏ, ତାକୁ ମରିବାକୁ ହୁଏ
ବ୍ରହ୍ମାଣ୍ଡ ରହସ୍ୟରେ ଭରି ଯାଇଛି
ପାଣି ଭରିବାକୁ ଯାଇ ମୁଁ ତାକୁ ଚାନ୍ଦିନ୍ ଉପରେ ବସିଥିବା ଦେଖିଲି
ସଂସାରଚକ୍ରରେ ଜୀବ ଚଉରାଶୀ ଲକ୍ଷ ଯୋନି ଭ୍ରମି ଆସୁଥିବା କୁହାଯାଏ
ଭାରତ ସର୍ବ