Home Oriya Odia Dictionary

Download Oriya Odia Dictionary APP

Unjust Oriya Odia Meaning

ଅନ୍ୟାୟବିଷୟକ, ଅନ୍ୟାୟସମ୍ପର୍କୀତ

Definition

ଯେଉଁଥିରେ ନୈତିକତା ନାହିଁ ବା ଯାହା ନୈତିକ ନୁହେଁ
ଯେଉଁଥିରେ ନ୍ୟାୟ ନାହିଁ ବା ଯାହା ନ୍ୟାୟ ରହିତ
ଯାହା ଅନ୍ୟାୟ ସହିତ ସମ୍ବନ୍ଧିତ
ଯାହା ସଙ୍ଗତ ବା ଉଚ୍ଚିତ ନୁହେଁ
ଯିଏ ପାପ କରେ ବା ପାପ କରିବା ଲୋକ

Example

ଯଦି ରାଷ୍ଟ୍ରର କର୍ଣ୍ଣଧାର ଲାଞ୍ଚ, ଚୋରି ଭଳି ଅନୈତିକ କାମ କରିବେ ତାହେଲେ ଏ ଦେଶର ଅବସ୍ଥା କ’ଣ ହେବ?
ଦାରୋଗା ଅନ୍ୟାୟପୂର୍ଣ୍ଣ ମୀମାଂସା କଲେ
ସେ ସବୁବେଳେ ଅନ୍ୟାୟ ସମ୍ପର୍କିତ କାମ ହିଁ କ