Home Oriya Odia Dictionary

Download Oriya Odia Dictionary APP

Unjustified Oriya Odia Meaning

ଅନ୍ୟାୟପୂର୍ଣ୍ଣ, ନ୍ୟାୟହୀନ

Definition

ଯେଉଁଥିରେ ନୈତିକତା ନାହିଁ ବା ଯାହା ନୈତିକ ନୁହେଁ
ଯେଉଁଥିରେ ନ୍ୟାୟ ନାହିଁ ବା ଯାହା ନ୍ୟାୟ ରହିତ
ଯାହା ସଙ୍ଗତ ବା ଉଚ୍ଚିତ ନୁହେଁ
ଭଲର ଓଲଟା ବା ବିପରୀତ
ଯେଉଁଥିରେ ଦୋଷ ଅଛି

Example

ଯଦି ରାଷ୍ଟ୍ରର କର୍ଣ୍ଣଧାର ଲାଞ୍ଚ, ଚୋରି ଭଳି ଅନୈତିକ କାମ କରିବେ ତାହେଲେ ଏ ଦେଶର ଅବସ୍ଥା କ’ଣ ହେବ?
ଦାରୋଗା ଅନ୍ୟାୟପୂର୍ଣ୍ଣ ମୀମାଂସା କଲେ
ସେମାନଙ୍କ ଅନୁଚ୍ଚିତ କଥା ନିଜନିଜ ମଧ୍ୟରେ କଳହର କାରଣ ହୋଇଗଲା