Home Oriya Odia Dictionary

Download Oriya Odia Dictionary APP

Unknowledgeable Oriya Odia Meaning

ଅଚିହ୍ନା , ଅଜ୍ଞାତ, ଅପରିଚିତ

Definition

ଯେଉଁଥିରେ ଅନୁଭବର ଅଭାବ ଅଛି କିମ୍ବା ଠିକ୍‌ ଅନୁଭବ ବା ଜ୍ଞାନ ନାହିଁ
ଯାହାର ବୁଦ୍ଧି ନାହିଁ ବା ବହୁତ କମ୍‌ ବୁଦ୍ଧି ଅଛି
ଯାହା ଜ୍ଞାତ ବା ଜଣା ନୁହେଁ
ଯିଏ ପରିଚିତ ନୁହେଁ
ଯେ ଲୁଚି ରହିଛି
ସେହି ବ

Example

ମୂର୍ଖ ଲୋକମାନଙ୍କ ସହିତ ଯୁକ୍ତିତର୍କ କରିବା ଉଚିତ୍‌ ନୁହେଁ
ଯାତ୍ରା କରୁଥିବା ସମୟରେ କୌଣସି ଅପରିଚିତ ବ୍ୟକ୍ତି ଠାରୁ କିଛି ବି ଖାଦ୍ୟବସ୍ତୁ ନନେବା ଉଚିତ୍‌
ସେ ଏହି ମାମଲା ସମ୍ବ