Unknown Oriya Odia Meaning
ଅଖ୍ୟାତ, ଅଜଣା, ଅପରିଚିତ, ଅପ୍ରସିଦ୍ଧ, ଅବିଖ୍ୟାତ, ଚୋରାଚିଠି, ବେନାମୀ
Definition
ବିନା ନାମଧାରୀ ବା ଯାହାର କୌଣସି ନାମ ନାହିଁ
ଯେ ଖ୍ୟାତି ପ୍ରାପ୍ତ ବା ଖ୍ୟାତ ହୋଇନାହିଁ
ଯାହା ପାଖରେ ଧନ ନାହିଁ ବା କମ୍ ଧନ ଅଛି
ଯାହା ଜ୍ଞାତ ବା ଜଣା ନୁହେଁ
ଯିଏ ପରିଚିତ ନୁହେଁ
ଯେ ଲୁଚି ରହିଛି
Example
ରାମୁ ଅନାଥାଶ୍ରମରୁ ଜଣେ ପରିଚୟହୀନ ବାଳକକୁ କୋଳକୁ ନେଲେ
ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜନ୍ମ ପଶ୍ଚିମ ବଙ୍ଗଳାର ଏକ ଅଖ୍ୟାତ ଗାଁରେ ହୋଇଥିଲା
ନିର୍ଧନ ବ୍ୟକ୍ତି ବହୁତ ପରିଶ୍ରମ କରି ଧନୀ ହୋଇପାରେ
Dayspring in Oriya OdiaMedical Exam in Oriya OdiaCool It in Oriya OdiaPublic Figure in Oriya OdiaUnmeritorious in Oriya OdiaMonstrous in Oriya OdiaScrabble in Oriya OdiaHeat in Oriya OdiaTheater in Oriya OdiaFrail in Oriya OdiaCause in Oriya OdiaFalter in Oriya OdiaBumble in Oriya OdiaIneffectual in Oriya Odia84 in Oriya OdiaAccepted in Oriya OdiaLonesome in Oriya OdiaProclamation in Oriya OdiaFall In in Oriya OdiaBabe in Oriya Odia