Home Oriya Odia Dictionary

Download Oriya Odia Dictionary APP

Unlimited Oriya Odia Meaning

ଅବଧିହୀନ

Definition

ଯାହାର ସୀମା ନାହିଁ
ଯାହାର ବା ଯେଉଁଥିରେ କୌଣସି ସମୟସୀମା ନଥାଏ

Example

ସେ ଅବଧିହୀନ ଯାତ୍ରାରେ ଯାଇଛନ୍ତି, ତାଙ୍କ ଫେରିବାରେ ଦଶ ଦିନ ଲାଗିପାରେ, ଶହେ ଦିନ ବି ଲାଗିପାରେ