Home Oriya Odia Dictionary

Download Oriya Odia Dictionary APP

Unmanageable Oriya Odia Meaning

ଅସଂଭାର

Definition

ଯେ କପଟରେ ଭରା ବା ଯେଉଁଥିରେ କପଟ ଅଛି
ଯାହା କୂଟତାରେ ଭରା ବା ଯାହା ବହୁତ କଠିନ
ଉଗ୍ରତା, କଠୋରତା, ଅନୌଚିତ୍ୟଆଦି କାରଣରୁ ଯାହାକୁ ସହିହୁଏ ନାହିଁ
ଯିଏ ସମାନାନ୍ତର ବା ସିଧା ନୁହେଁ
ଯାହା ମଝିରୁ ଏପାଖ ସେପାଖ ଝୁଙ୍କିଛି ବା ବୁଲିପଡ଼ିଛି
ବହୁତ ବଡ଼
ଯାହା ସଂଭାଳି ହୁଏ ନାହିଁ ବା ସଂଭାଳିବା ଯୋଗ୍ୟ ନୁହେଁ
ନିୟନ୍ତ୍

Example

ଯୁଧିଷ୍ଠିର ଯକ୍ଷଙ୍କ କୂଟ ପ୍ରଶ୍ନର ଉତ୍ତର ଦେଇ ନିଜ ଭାଇମାନଙ୍କୁ ବଞ୍ଚାଇଲେ
ତାର କଟୁ କଥା ମୋ ପାଇଁ ଅସହ୍ୟ
ସେ ଅସଂଭାର ସମ୍ପତ୍ତିର ମାଲିକ
ଅନିୟନ୍ତ୍ରଣ କାରଣ ଯୋଗୁଁ ପିଲାଟି ବିଗିଡ଼ି ଗଲା