Unmarried Oriya Odia Meaning
ଅବିବାହିତା, କୁଆଁରୀ, କୁମାରୀ
Definition
ଯାହାର ବାହାଘର ହୋଇନାହିଁ
ଯେଉଁ ମହିଳାଙ୍କ ବିବାହ ହୋଇନାହିଁ
ଯାହାର ବିବାହ ହୋଇନାହିଁ
ଯାହାର କୌମାର୍ଯ୍ୟ ଭଙ୍ଗ ହୋଇନାହିଁ
ଯେଉଁ ସ୍ତ୍ରୀ ରଜସ୍ୱଳା ହୋଇନାହିଁ
ଅବିବାହିତ ସ୍ତ୍ରୀଙ୍କର ନାମ ସାଥିରେ ଲାଗୁଥିବା ଏକ ସମ୍ବୋଧନ
ଆଶ୍ୱିନ ମାସରେ ହେଉଥିବା
ଆଶ୍ୱିନ ମାସରେ ପଡ଼ୁଥିବା
Example
ଅବିବାହିତ ପୁରୁଷ ହିଁ ଏହି ପଦପାଇଁ ପ୍ରାର୍ଥୀ ହୋଇପାରିବେ
ଅବିବାହିତାମାନଙ୍କର ବିବାହ ଚିନ୍ତା ମା-ବାପାଙ୍କୁ ଘାରେ
ବିମାନ ପରିଚାରିକାପାଇଁ ପ୍ରଥମେ ଅବିବାହିତା ସ୍ତ୍ରୀମାନଙ୍କୁ ହିଁ ଚୟନ କରାଯାଉଥିଲା
ନବରାତ୍ରରେ କୁମାରୀଗଣଙ୍କୁ ଭୋଜନ
Unsung in Oriya OdiaHit in Oriya OdiaScrap in Oriya OdiaEvery Which Way in Oriya OdiaFag Out in Oriya OdiaAdventuresome in Oriya OdiaTwinge in Oriya OdiaUnpunctual in Oriya OdiaMaths in Oriya OdiaSavvy in Oriya OdiaChew in Oriya OdiaPerk Up in Oriya OdiaControl Tower in Oriya OdiaCatholic in Oriya OdiaShipwreck in Oriya OdiaXi in Oriya OdiaSuicidal in Oriya OdiaExperiment in Oriya OdiaItaly in Oriya OdiaWhite Russian in Oriya Odia