Home Oriya Odia Dictionary

Download Oriya Odia Dictionary APP

Unopposed Oriya Odia Meaning

ନିର୍ଦ୍ବନ୍ଦୀ, ନିର୍ଦ୍ବନ୍ଦ୍ବୀ

Definition

ଯାହାକୁ କୌଣସି କଥାରେ ଖାତିର ନାହିଁ
ଯେଉଁଥିରେ କୌଣସି ବିରୋଧ, ବାଧା ବା ଅସୁବିଧା ନାହିଁ ବା ବିନା ବିରୋଧର
ନିଜ ଇଚ୍ଛା ଅନୁସାରେ ସମସ୍ତ କାମ କରିପାରୁଥିବା ଲୋକ
ଯେଉଁ ଲୋକର କୌଣସି ବିରୋଧି ବା ଦ୍ବନ୍ଦ୍ବୀ ନ ଥାଏ
ଯେ ରାଗ,ରୋଷ, ମାନ, ଅପମାନ ଆଦି ଦ୍ବନ୍ଦ୍ବରୁ ନିବୃତ

Example

ସେ ଦେଶ ଦୁନିଆ ବିଷୟରେ ବେପରୁଆ ରହି ନିଜ ସ୍ୱରରେ ହିଁ ବୁଡ଼ିରହିଥାଏ
ଆପଣଙ୍କ ଏହି କାମ ନିର୍ବିଘ୍ନରେ ସମ୍ପନ୍ନ ହୋଇଯିବ
କିଛି ଲୋକ ସ୍ୱଚ୍ଛନ୍ଦ ଜୀବନଯାପନ ପସନ୍ଦ କରନ୍ତି
ନିର୍ଦ୍ବନ୍ଦୀ