Home Oriya Odia Dictionary

Download Oriya Odia Dictionary APP

Unprocessed Oriya Odia Meaning

ଅପରିଶୋଧିତ, ଅଶୁଦ୍ଧ, ଅଶୋଧିତ, ଅସଂଶୋଧିତ

Definition

ଯାହାର ଶୋଧନ କରାଯାଇନାହିଁ
ଯାହା ମିଶାମିଶି ବା ପରିଶୁଦ୍ଧ ନୁହେଁ ବା ଯେଉଁଥିରେ ଦୋଷ ଅଛି
ଯିଏ ଧର୍ମ ଅନୁସାରେ ପବିତ୍ର ନୁହେଁ
ଯେଉଁଥିରେ ଦୋଷ ଅଛି
ଯାହା ଠିକ୍ ନୁହେଁ

Example

ଅଶୋଧିତ ଜଳ ସ୍ୱାସ୍ଥ୍ୟ ନିମନ୍ତେ କ୍ଷତିକାରକ ହୋଇଥାଏ
ଏହା ଅପମିଶ୍ରିତ ଘିଅ
ହିନ୍ଦୁଧର୍ମର ବ୍ୟବସ୍ଥା ଅନୁସାରେ କୌଣସି ବି ଅପବିତ୍ର ସ୍ଥାନରେ ଗଙ୍ଗାଜଳ ଛିଞ୍ଚିଲେ ତାହା ପବିତ୍ର ହୋଇଯାଏ