Home Oriya Odia Dictionary

Download Oriya Odia Dictionary APP

Unproductive Oriya Odia Meaning

ଅନୁତ୍ପାଦକ

Definition

ଯିଏ ସଫଳ ହୋଇନାହିଁ
ଯେଉଁ ଜମି ଉର୍ବର ନୁହେଁ ବା ଯାହାର ଉର୍ବରତା ଶକ୍ତି ନଥାଏ
ଯାହାର କୌଣସି ଫଳ ବା ପରିଣାମ ନାହିଁ

Example

ମୁ ଦୌଡ଼ରେ ପ୍ରଥମ ସ୍ଥାନ ପାଇବାକୁ ଅସଫଳ ହେଲି
ରାମର କଠିନ ପରିଶ୍ରମ ଯୋଗୁଁ ଆଜି ଅନୁର୍ବର ଜମିରେ ଫସଲର ଲହଡି ଭାଙ୍ଗୁଛି