Home Oriya Odia Dictionary

Download Oriya Odia Dictionary APP

Unprofitable Oriya Odia Meaning

ଅଲାଭପ୍ରଦ , ଲାଭରହିତ, ଲାଭହୀନ

Definition

ଯାହା ଉପଯୋଗୀ ନୁହେଁ ବା କୌଣସି ବ୍ୟବହାରରେ ଆସେ ନାହିଁ
ଯିଏ ସଫଳ ହୋଇନାହିଁ
ଯାହାର କୌଣସି ଅର୍ଥ ନାହିଁ
ଯାହାର କୌଣସି ଫଳ ବା ପରିଣାମ ନାହିଁ
ଯାହା କଲେ ଲାଭ ହୁଏନାହିଁ
ବିନା ଉଦ୍ଦେଶ୍ୟରେ

Example

ମୁ ଦୌଡ଼ରେ ପ୍ରଥମ ସ୍ଥାନ ପାଇବାକୁ ଅସଫଳ ହେଲି
ତୁମର ଏହି ଅର୍ଥହୀନ ପ୍ରଶ୍ନପାଇଁ ମୋ ପାଖରେ କୌଣସି ଉତ୍ତର ନାହିଁ