Home Oriya Odia Dictionary

Download Oriya Odia Dictionary APP

Unqualified Oriya Odia Meaning

ଅକର୍ମଣ୍ୟ, ଅକର୍ମା, ଅଯୋଗ୍ୟ, ନିକମା

Definition

ଯେ ଯୋଗ୍ୟ ନୁହେଁ
ଯାହାର ବୁଦ୍ଧି ନାହିଁ ବା ବହୁତ କମ୍‌ ବୁଦ୍ଧି ଅଛି
ଯେ କିଛି କାମ କରେ ନାହିଁ
ଯେଉଁଥିରେ ତତ୍ପରତା ନାହିଁ
ଯାହା ଉପଯୋଗୀ ନୁହେଁ ବା କୌଣସି ବ୍ୟବହାରରେ ଆସେ ନାହିଁ
ଯେଉଁଥିରେ କ୍ଷମତା ବା

Example

ମ୍ୟାନେଜର ଅଯୋଗ୍ୟ ବ୍ୟକ୍ତିମାନଙ୍କୁ ସଂସ୍ଥାରୁ ବାହାର କରିଦେଲେ
ମୂର୍ଖ ଲୋକମାନଙ୍କ ସହିତ ଯୁକ୍ତିତର୍କ କରିବା ଉଚିତ୍‌ ନୁହେଁ
କର୍ମହୀନ ବ୍ୟକ୍ତିକୁ ସମସ୍ତେ ଗାଳିଦିଅନ୍ତି
ଆମ ଗାଁରେ ଆପଣଙ୍କୁ ଦୁଇ-ଚାରିଟି ଅକର୍ମା ମିଳିଯିବେ